Nigamananda Dash's Album: Wall Photos

Photo 3 of 3 in Wall Photos

(ମୋଗଲ ତାମସା)
#ମୋମତାଜ୍❤️❤️
ପଞ୍ଚମ ମୋଗଲ ଶାସକ ତଥା ଭାରତ ବର୍ଷର ବିଶିଷ୍ଟ ପ୍ରେମିକ ଶାହାଜାହାନ୍ ନିଜ ସୁବେଦାର #ଶେର୍_ଆଫଗାନ୍_ଖାଁ କୁ ହତ୍ୟା କରି ତାଙ୍କର ପତ୍ନୀ #ଅଞ୍ଜୁମନ୍ଦ୍_ବାନୋ_ବେଗମ୍ ଙ୍କୁ ବଳ ପୂର୍ବକ ହରଣ କରି ନିକାହ୍ କରିଥିଲେ ଯାହାଙ୍କର ପୂର୍ବରୁ ପୁଅଟିଏ ମଧ୍ୟ ଥିଲା।ସେ ପରବର୍ତ୍ତୀ ସମୟରେ #ମୋମତାଜ଼୍ ନାମରେ ପୃଥିବୀ ପ୍ରସିଦ୍ଧ ହେଲେ
ମୋମତାଜ୍ ଙ୍କର ମୃତ୍ୟୁ କ୍ରମାଗତ ଭାବେ ୧୪ତମ ସନ୍ତାନ ଜନ୍ମ କରୁଥିବା ସମୟରେ ହୋଇଥିଲା..
ମୃତ୍ୟୁ ସମୟରେ ମୋମତାଜ୍, ଶାହାଜାହାନ୍ ଙ୍କଠାରୁ ୨ଟି ପ୍ରତିଶୃତି ମାଗିଥିଲେ...
ପ୍ରଥମ ଗୋଟିଏ "ସ୍ମୃତି ସୌଧର" ଏବଂ ଦ୍ଵିତୀୟରେ "ଆଉ କେବେ ଵିଵାହ ନ କରିବାର ପ୍ରତିଶୃତି"
କିନ୍ତୁ ତାଙ୍କ ଅନ୍ତେ ଶାହାଜାହାନ୍ ତାଙ୍କ ସାନ ଭଉଣୀ #ଫରଜାହାନା ସମେତ ଆଉ ଦୁଇଟି ନିକାହ୍ କରିଥିଲେ
କେବଳ ସେତିକି ନୁହେଁ ମୋମତାଜ୍ ଙ୍କର ପ୍ରଥମ କନ୍ୟା #ଜାହାଁ_ଆରାର ମୁହଁ ଅନେକାଂଶ ରେ ନିଜ ଅମ୍ମୀ ସହ ମିଶୁଥିବାରୁ ତାର ପ୍ରେମିକକୁ ଜୀଅନ୍ତା ପୋଡି ତାକୁ ବି ନିଜର ୮୦୦ରୁ ବେଶୀ ରକ୍ଷିତା ଦଳରେ ସାମିଲ କରେଇଥିଲେ।

(ଏବେ ବି ଯେଉଁ ମାନେ ତାଜମହଲ୍ କୁ ପ୍ରେମର ପ୍ରତୀକ ବୋଲି ଭାବୁଛନ୍ତି ତାଙ୍କୁ ମହାଦେବଙ୍କ କୃପାରୁ ଶାହାଜାହାନ୍ ପରି ଶୋହର୍ ଟିଏ ମିଳୁ